ଅନ୍ତରାଷ୍ଟ୍ରୀୟ ଜଣେ ବିଜେପି ସରପଞ୍ଚକୁ ଅତି ପାଖରୁ ଗୁଳି କରି କଲେ ହତ୍ୟା, ଗତ ମାସରେ ମଧ୍ୟ ଜଣଙ୍କୁ କରାଯାଇଥିଲା ହତ୍ୟା କାଶ୍ମୀର, ଆଜି ସକାଳେ ଦକ୍ଷିଣ କାଶ୍ମୀର ଭାସୁଠାରେ ଜଣେ ବିଜେପି ସରପଞ୍ଚଙ୍କୁ ସନ୍ତ୍ରସବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ନାମ ହେଉଛି ସାଜାଦ ଅହମ୍ମଦ ଖାଣ୍ଡି।…