ଆଜିର ଖବର ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢାଉ: ବ୍ୟବସାୟୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା (କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କେନ୍ଦ୍ରୀୟ ଏଜେନ୍ସି ଇଡି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ସହ କଟକ ଓ ଭୁବନେଶ୍ୱରରେ ଚଢ଼ାଉ ଜାରି ରହିଛି।…