ଆଜିର ଖବର ମାତ୍ର ୧ ଘଣ୍ଟାରେ ଚାର୍ଜ ହେଉଥିବା ଇଲେକ୍ଟ୍ରିକ୍ ବାଇକ୍ ର ବିତରଣ ଆରମ୍ଭ, ଚାଲିବ ୧୮୦ କିମି ନୂଆଦିଲ୍ଲୀ: ଟୋର୍କ ମୋଟର୍ସ ଚଳିତ ବର୍ଷ ପ୍ରାରମ୍ଭରେ ଦୁଇଟି ନୂତନ ବୈଦ୍ୟୁତିକ ମୋଟରସାଇକେଲ୍ କ୍ରାଟୋସ୍ ଏବଂ କ୍ରାଟୋସ୍ ଆର ଲଞ୍ଚ କରିଥିଲା। ସେମାନଙ୍କର ଏକ୍ସ-ସୋରୁମ୍ ମୂଲ୍ୟ ଯଥାକ୍ରମେ…