ଜାତୀୟ ଖବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ପଡ଼ୋଶୀ ଦେଶଗୁଡ଼ିକରେ ଭାରତର ବିକାଶମୂଳକ ପଦକ୍ଷେପ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଶ୍ରୀଲଙ୍କା ଗସ୍ତ କାଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ । ସେସବୁ ମଧ୍ୟରେ ଥିଲା ୧୨୮ କିଲୋମିଟର ମାହୋ-ଓମାନ୍ଥାଇ…