ଅପରାଧ ବିଦ୍ୟୁତ ମିଟର ବସାଇବା ଟେଣ୍ଡର ଦେବା କହି ୧ କୋଟି ଠକେଇ: ୧ ଗିରଫ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାଉଥ୍କୋ ୟୁଟିଲିଟି ଅଧୀନରେ ଥିବା ସାତଟି ଜିଲ୍ଲାର ଜନସାଧାରଣଙ୍କୁ ପ୍ରିପେଡ଼୍ ମିଟର ବସାଇବା କହି ଠକେଇ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ…