ରାଜ୍ୟ ଖବର ଓଡିଶା ବିଧାନସଭା ପାଇଁ ନିଯୁକ୍ତି ହେଲେ ନୂଆ ସଚିବ, ଜାଣନ୍ତୁ କିଏ ଭୁବନେଶ୍ବର: ଓଡିଶା ବିଧାନସଭା ପାଇଁ ନିଯୁକ୍ତି ହୋଇଛନ୍ତି ନୂଆ ସଚିବ। ଆଜି ସାଧାରଣ ପ୍ରଶାସନ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ପୁର୍ତ୍ତ…