ଆଜିର ଖବର ଆରମ୍ଭ ହେଲା ବିଧାନସଭାର ଶୀତ ଅଧିବେଶନ, ଶୋକ ପ୍ରସ୍ତାବ ପରେ ଅପରାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବି ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଆଜି ପୂର୍ବାହ୍ନରେ ଅଧିବେଶନ ହେବା ପରେ ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକପ୍ରସ୍ତାବ ଆଗତ କରିଥିଲେ।…