ଆଜିର ଖବର ରାଜ୍ୟରେ ଗଠନ ହେଲା ବିଧାୟକ ସର୍ବଶ୍ରେଷ୍ଠ ପୁରସ୍କାର କମିଟି ଭୁବନେଶ୍ବର: ଆଜି ରାଜ୍ୟରେ ବିଧାୟକ ପୁରସ୍କାର କମିଟି ଗଠନ ହୋଇଛି। ବାଚସ୍ପତି ଡା ସୂର୍ଯ୍ୟନାରାୟଣ ପାତ୍ର ଏହି ପୁରସ୍କାର କମିଟି ଗଠନ କରିଛନ୍ତି। ଏହି କମିଟିରେ ବାଚସ୍ପତି…