Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ସାରା ବିଶ୍ବରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୩ କୋଟି ୧୫ ଲକ୍ଷ ଟପିଲା, ଆମେରିକାରେ ସର୍ବାଧିକ ରୋଗୀ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ବୁଧବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୧୫ ଲକ୍ଷ ୧୭ ହଜାର ୮୭ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୬୯ ହଜାର ୫୭୮ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସଇ) ଏହାର ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି।

ସିଏସଇ ଅନୁଯାୟୀ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଆମେରିକାରେ ଦେଖାଦେଇଛି। ହିସାବ ଅନୁସାରେ ଆମେରିକାରେ ବର୍ତ୍ତମାନ ଆକ୍ରାନ୍ତ ସଂଖ୍ୟା ୬୮ ଲକ୍ଷ ୯୬ ହଜାର ୨୧୮ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭ ଶହ ୮୬ ରେ ପହଁଚିଛି।

୫୫ ଲକ୍ଷ ୬ ହଜାର ୬୬୩ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ କୁ ବୃଦ୍ଧି ପାଇଛି।

ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୫୯୧,୩୬୪), ଜଙ୍କଗ୍ଦଗ୍ଦସବ ଷ (୧,୧୧୧,୧୫୭), କଲମ୍ବିଆ (୭୭୭,୫୩୭), ପେରୁ (୭୬୮,୮୯୫), ମେକ୍ସିକୋ (୭୦୫,୨୬୩), ସ୍ପେନ୍ (୬୮୨,୨୬୭), ଦକ୍ଷିଣ ଆଫ୍ରିକା (୬୬୩,୨୮୨), ଆର୍ଜେଣ୍ଟିନା ( ଉଝଝଋ ଆକଳନରୁ ଜଣାପଡିଛି ଯେ ୬୫୨,୧୭୪), ଫ୍ରାନ୍ସ (୫୦୭,୧୫୦), ଚିଲି (୪୪୮,୫୨୩), ଇରାନ (୪୨୯,୧୯୩), ବ୍ରିଟେନ (୪୦୬,୦୫୮), ବାଂଲାଦେଶ (୩୫୨,୧୭୮), ସାଉଦି ଆରବ (୩୩୦,୭୯୮) ଏବଂ ଇରାକ (୩୨୭,୫୮୦)।

ବ୍ରାଜିଲ ବର୍ତ୍ତମାନ ମୃତ୍ୟୁରେ ସାଂଘାତିକ ଅବସ୍ଥା ସୃଷ୍ଟି ହୋଇଛି। ଦେଶରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୩୮,୧୦୫ ରେ ଦ୍ୱିତୀୟ ସ୍ଥାନରେ ରହିଛି।

ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ଅଧିକ ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୭୪,୩୪୮), ବ୍ରିଟେନ (୪୧,୯୫୧), ଇଟାଲୀ (୩୫,୭୩୮), ଫ୍ରାନ୍ସ (୩୧,୪୨୬), ପେରୁ (୩୧,୩୬୯), ସ୍ପେନ (୩୦,୯୦୪), ଇରାନ (୨୪,୬୫୬), କଲମ୍ବିଆ (୨୪,୫୭୦), ଋଷ (୧୯,୫୭୫), ଦକ୍ଷିଣ ଆଫ୍ରିକା (୧୬,୧୧୮), ଆର୍ଜେଣ୍ଟିନା (୧୩,୯୫୨), ଚିଲି (୧୨,୩୨୧) ଏବଂ ଇକ୍ୟୁଏଡର୍ (୧୧,୧୨୬) ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୪ ଲକ୍ଷରେ ପହଁଞ୍ଚିଲା, ଜାଣନ୍ତୁ କେଉଁ ଦେଶରେ କେତେ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ଆକ୍ରାନ୍ତ ସଂଖ୍ୟା ୨୫.୪ ନିୟୁତରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟ ୮ ଲକ୍ଷ ୪୯ ହଜାରରୁ ଅଧିକ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୋଟ ମାମଲା ୨ କୋଟି ୫୪ ଲକ୍ଷ ୫ ହଜାର ୫୫୬ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୪୯ ହଜାର ୩୦୩ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହି ସଦ୍ୟତମ ରିପୋର୍ଟ ପ୍ରକାଶ କରିଛି।

ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଏବଂ ମୃତ୍ୟୁ ଯଥାକ୍ରମେ ୬୦ ଲକ୍ଷ ୨୮ ହଜାର ୬୧୭ ଏବଂ ୧ ଲକ୍ଷ ୮୩ ହଜାର ୫୭୯ ରେ ରହିଥିଲା। ସେହିପରି ବ୍ରାଜିଲରେ ୩,୯୦୮,୨୭୨ ସଂକ୍ରମଣ ଏବଂ ୧୨୧,୩୮୧ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି

ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୬୨୧,୨୪୫), ଏବଂ ପରେ ଋଷିଆ (୯୯୨,୪୦୨), ପେରୁ (୬୪୭,୧୬୬), ଦକ୍ଷିଣ ଆଫ୍ରିକା (୬୨୭,୦୪୧), କଲମ୍ବିଆ (୬୦୭,୯୦୪), ମେକ୍ସିକୋ (୫୯୯,୫୬୦), ସ୍ପେନ୍ (୪୬୨,୮୫୮), ଆର୍ଜେଣ୍ଟିନା (୪୧୭,୭୩୫) ), ଚିଲି (୪୧୧,୭୨୬), ଇରାନ (୩୭୫,୨୧୨), ବ୍ରିଟେନ (୩୩୮,୦୮୨), ଫ୍ରାନ୍ସ (୩୧୮,୯୮୬), ସାଉଦି ଆରବ (୩୧୫,୭୭୨), ବାଂଲାଦେଶ (୩୧୨,୯୯୬), ପାକିସ୍ଥାନ (୨୯୫,୮୪୯), ତୁର୍କୀ (୨୭୦,୧୩୩), ଇଟାଲୀ (୨୬୯,୨୧୪), ଜର୍ମାନୀ (୧୦୫,୭୯୫) ଆକଳନରୁ ଜଣାପଡିଛି।

୧୦,୦୦୦ ରୁ ଅଧିକ ମୃତ୍ୟୁ ସହ ଅନ୍ୟ ଦେଶଗୁଡ଼ିକ ହେଉଛି ଭାରତ (୬୪,୪୬୯), ମେକ୍ସିକୋ (୬୪,୪୧୪), ବ୍ରିଟେନ (୪୧,୫୮୮), ଇଟାଲୀ (୩୫,୪୮୩), ଫ୍ରାନ୍ସ (୩୦,୬୪୦), ସ୍ପେନ୍ (୨୯,୦୯୪), ପେରୁ (୨୮,୭୮୮), ଇରାନ (୨୧,୫୭୧), କଲମ୍ବିଆ (୧୯,୩୬୩), ଋଷିଆ (୧୭,୧୨୮), ଦକ୍ଷିଣ ଆଫ୍ରିକା (୧୪,୧୪୯) ଏବଂ ଚିଲି (୧୧,୨୮୯)