ଆଜିର ଖବର ବିଶ୍ବହିନ୍ଦୀ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟଅତିଥି ହେଲେ ରାଜ୍ୟପାଳ ଭୁବନେଶ୍ଵର: ହିନ୍ଦୀ କେବଳ ଭାବନାର ଭାଷା ନ ହୋଇ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ପ୍ରଗତିର ଭାଷା ହେଉ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି।…