ବିଶେଷ ଖବର ଏକ ପ୍ରତିଶତ ସୁଧରେ ୫ ଲକ୍ଷ ଋଣ, ମାଗଣା ପରୀକ୍ଷା, ଚାକିରୀ ଏବଂ ବିଶ୍ଵ ସ୍ତରୀୟ ଅନୁଷ୍ଠାନ: କଂଗ୍ରେସର ଯୁବ ମନିଫେଷ୍ଟୋର ବଡ଼ ଘୋଷଣା ଲକ୍ଷ୍ନୌ: ଏହି ମନିଫେଷ୍ଟୋ କଂଗ୍ରେସର ସ୍ୱର ନୁହେଁ, ଆମେ ୟୁପି ଯୁବକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ମତାମତକୁ ଅନ୍ତର୍ଭୁକ୍ତ କରିଛୁ। ୧୬ ଲକ୍ଷ ଯୁବକ ଚାକିରୀ…