ଜାତୀୟ ଖବର ପ୍ରଧାନମନ୍ତ୍ରୀ ସୁରକ୍ଷା ବିମା ଯୋଜନାରେ ମାସିକ ୧ ଟଙ୍କା ବିନିଯୋଗ କରି ୨ ଲକ୍ଷ ପର୍ଯ୍ୟନ୍ତ ବୀମା ପାଆନ୍ତୁ, ଜାଣନ୍ତୁ ଏହାର ପ୍ରକ୍ରିୟା ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବୀମା ଗୁରୁତ୍ୱପୂର୍ଣ୍ଣ ଅଟେ। କିନ୍ତୁ ଦେଶର ଏକ ବୃହତ ଜନସଂଖ୍ୟା ପାଇଁ ବୀମାର ଉଚ୍ଚ ପ୍ରିମିୟମ ଦେବା କଷ୍ଟକର।…