ଆଜିର ଖବର ବାଣପୁର: ବୁଲାକୁକୁର କାମୁଡ଼ାରେ ୫ ଆହତ, ଛଅ ବର୍ଷର ଶିଶୁ ଏମ୍ସରେ ଭର୍ତ୍ତି ବାଣପୁର: ଆଜି ବାଣପୁର ଅନ୍ତର୍ଗତ ଦାଶଘର ସାହିର ପାଞ୍ଚଜଣ କୁକୁର କାମୁଡ଼ାରେ ଗୁରୁତର ଆହତ ହୋଇଛନ୍ତି। ଜଣେ ଛଅ ବର୍ଷର ଝିଅ (ଖୁସି) ଆଖି, ପାଟି ଓ…