ଆଜିର ଖବର ସରୁଛି ମାଗଣା ଟିକା ଅବଧି, ବୁଷ୍ଟର ଡୋଜ୍ ନେବା ପାଇଁ ଅପିଲ୍ କଲା ସ୍ୱାସ୍ଥ୍ୟ ବିଭାଗ ଭୁବନେଶ୍ଵର: ବୁଷ୍ଟର ଡୋଜ୍ ଟୀକା ନେବା ପାଇଁ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ଚଳିତ ମାସ ୩୦ ତାରିଖରେ ମାଗଣା ଟିକା ଅବଧି ଶେଷ ହେଉଛି।…