ଆଜିର ଖବର କାଳବୈଶାଖୀ ବର୍ଷାରେ ବ୍ରହ୍ମପୁର ସହରରେ ବନ୍ୟା ପରିସ୍ଥିତି, ଘରେ ପଶିଲା ପାଣି, ଅଗ୍ନିଶମ କର୍ମଚାରୀ ମୁତୟନ ବ୍ରହ୍ମପୁର: ଆଜି କାଳ ବୈଶାଖୀ ଯୋଗୁଁ ବ୍ରହ୍ମପୁର ସହର ଅବସ୍ଥା ବେହାଲ ହୋଇଯାଇଛି। ପ୍ରାୟ ଅଢେଇ ଘଣ୍ଟା ଧରି ବର୍ଷା ଛେଚିବା ସହିତ ଘଡଘଡି ପବନ ଯୋଗୁଁ…