ଆଜିର ଖବର ବୟକଟ୍ ମଧ୍ୟରେ ବଲିଉଡକୁ ରାହୁଲ ଗାନ୍ଧୀଙ୍କ ସହ ତୁଳନା କଲେ ଅଭିନେତ୍ରୀ ସ୍ୱରା ଭାସ୍କର ନୂଆଦିଲ୍ଲୀ: ଆଜିକାଲି ବଲିଉଡ ଚଳଚ୍ଚିତ୍ର ଅନେକ ସମସ୍ୟା ଦେଇ ଗତି କରୁଛି। ଏହି ବର୍ଷ ଅନେକ ବଡ ଅଭିନେତାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହୋଇଛି। ସୋସିଆଲ ମିଡିଆରେ ବୟକଟ୍…