Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସମସ୍ତେ ବ୍ୟାକୁଳ, ହେଲେ କାହିଁକି ଇଚ୍ଛା କଲେ ନାହିଁ ତୁଳସୀ ଦାସ, ଜାଣନ୍ତୁ କାରଣ

ଉପେନ୍ଦ୍ର ବଳିୟାରସିଂହ

ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।”

ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।”

ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ରୂପରେ ଦର୍ଶନ ଦେଲେ, ସେତେବେଳେ ତୁଳସୀ ଦାସ କାହିଁକି କହିଲେ, ଆପଣଙ୍କର ଏହି ରୂପକୁ ମୁଁ ଦେଖିବାକୁ ଚାହେଁ ନାହିଁ। ମୋତେ ଧନୁର୍ଦ୍ଧାରୀ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅନ୍ତୁ।” ଏହା କ’ଣ ଜ୍ଞାନର କଥା ଥିଲା?” ଏପରି ଭାବରେ ତୁଳସୀ ଦାସଜୀ ତାଙ୍କୁ ଭିନ୍ନ ବୋଲି କେମିତି ବୁଝିଲେ?”

ମା’ ଉତ୍ତର ଦେଲେ “ବତ୍ସ! ତୁମେ କହୁଛ ନା ତୁଳସୀ ଦାସ ଜ୍ଞାନୀ ଥିଲେ ଏବଂ ଭକ୍ତ ମଧ୍ୟ ଥିଲେ। ସେ ତ ଜ୍ଞାନର କଥା କହିଲେ, ତୁମେ ମୋତେ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅ। ମୁଁ ଆପଣଙ୍କର ଏହି (କୃଷ୍ଣ ରୂପ) ରୂପ ଦର୍ଶନ କରିବାକୁ ଚାହେଁ ନାହିଁ। ଏହା ହେଉଛି ପ୍ରମାଣ ଯେ, “ସେ ଜାଣିଥିଲେ ଯେ, ଶ୍ରୀରାମ ଓ ଶ୍ରୀକୃଷ୍ଣ ଅଭିନ୍ନ ଅଟନ୍ତି। ଆପଣ ହିଁ ମୋତେ ଦର୍ଶନ ଦିଅନ୍ତୁ। ଏୟା ତ କହିଥିଲେ।”

ରୂପ ମାତ୍ର ଭିନ୍ନ ଥିଲା, କିନ୍ତୁ ମୂଳତଃ ତତ୍ତ୍ଵ ତ ଏକା ଥିଲା ଓ ଅଭିନ୍ନ ଥିଲା। ଏହି ଶବ୍ଦର ସେ ନିଜର ମନର କଥା କହିଲେ। ଏହା ହେଲା ଜ୍ଞାନର କଥା। ଭକ୍ତିର କଥା। ମୁଁ ଆପଣଙ୍କୁ ମୋର ପ୍ରିୟ ଶ୍ରୀରାମଙ୍କ ରୂପ ଦର୍ଶନ କରିବାକୁ ଚାହେଁ।

ଏହି କଥନରେ ଜ୍ଞାନ ଓ ଭକ୍ତିର ଭାବ ପ୍ରକଟ ହେଉଛି।

ଜ୍ଞାନ ଯୋଗରେ ଭଗବାନ ଏକ ଓ ଅଭିନ୍ନ ଅଟନ୍ତି। କିନ୍ତୁ ଭକ୍ତି ଯୋଗରେ ଭଗବାନଙ୍କର ଅନେକ ସ୍ୱରୂପ ଅଛି। ଭକ୍ତ ପ୍ରଭୁଙ୍କର ଅନେକ ସ୍ୱରୂପ ଭିତରୁ ଯାହାଙ୍କୁ ନିଜର ଈଷ୍ଟ ଦେବ ବୋଲି ସ୍ଵୀକାର କରେ, ତାଙ୍କୁ ଦର୍ଶନ କରିବା ପାଇଁ ଚାହେଁ।

ତୁଳସୀ ଦାସଜୀ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କୁ ଏକ ଓ ଅଭିନ୍ନ ବୋଲି ଜାଣନ୍ତି। କିନ୍ତୁ ଶ୍ରୀରାମଙ୍କ ପ୍ରତି ତାଙ୍କର ଅଧିକ ଆକର୍ଷଣ ଥିଲା। ତେଣୁ ସେ ଭଗବାନଙ୍କୁ ଶ୍ରୀକୃଷ୍ଣ ସ୍ୱରୂପରେ ଦେଖାନଦେଇ ଶ୍ରୀରାମଙ୍କ ସ୍ୱରୂପରେ ଦେଖାଦିଅନ୍ତୁ ବୋଲି ପ୍ରାର୍ଥନା କଲେ।

ଉପେନ୍ଦ୍ର ବଳିୟାରସିଂହ। (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ: ୯୩୩-୭୨୫-୮୩୯୮

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର, ହେଲେ ତୁଳସୀ ଦାସ କାହିଁକି ଚାହିଁଲେ ନାହିଁ ମୁହଁ?, ଜାଣନ୍ତୁ କାରଣ

ରାସ ରଚନାକାରୀ ଭଗବାନ ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରୀ!, ଏଭଳି ପ୍ରଶ୍ନର ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଥରେ ଗୋକୁଳର ସମସ୍ତ ଗୋପୀମାନେ ନିଶ୍ଚୟ କଲେ ଯେ, ଶ୍ରୀକୃଷ୍ଣଙ୍କୁ ନିଜ ଦ୍ଵାରା ରଚିତ ଉତ୍ତମୋତ୍ତମ ରୋଷେଇ ପ୍ରେମପୂର୍ବକ ନିଜ ହାତରେ ଖୁଆଇବେ। ସମସ୍ତେ ବିବିଧ ପ୍ରକାର ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଯମୁନା ନଦୀ ତଟରେ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ ଓ ପ୍ରାର୍ଥନା କଲେ, “ ହେ ନନ୍ଦଲାଲ! ଆମ ଦ୍ଵାରା ପସ୍ତୁତ ଏହି ସ୍ଵାଦିଷ୍ଟ ଭୋଜନ ଆସ୍ଵାଦନ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତୁ।

ଶ୍ରୀକୃଷ୍ଣ କହିଲେ, “ ପ୍ରିୟ ଗୋପୀଗଣ! ମୁଁ ଏହି ସାଙ୍ଗେ ସଙ୍ଗେ ପିତାଙ୍କ ସହ ଭୋଜନ କରି ଆସିଛି। ପେଟରେ ମୋର ତିଳେ ମାତ୍ର ଜାଗା ନାହିଁ। ତଥାପି ତୁମେ ଯଦି ମୋତେ ସନ୍ତୁଷ୍ଟ କରିବାକୁ ଚାହୁଁଥାଅ, ତେବେ ଏ ଭୋଜନ କୌଣସି ସାଧୁ ସନ୍ନ୍ୟାସୀଙ୍କୁ ଅର୍ପଣ କର।

ପ୍ରେମମୟୀ ଗୋପୀମାନେ ପ୍ରିୟତମଙ୍କର ଆଦେଶକୁ ଅବା ଅବମାନନା କରିବେ କିପରି? ସେମାନେ ଜିଜ୍ଞାସା କଲେ ଆମେ କାହାକୁ ଅର୍ପଣ କରିବୁ? ଶ୍ରୀକୃଷ୍ଣ କହିଲେ ଯମୁନାର ଅପର ତଟରେ ଦୁର୍ବାସା ମୁନିଙ୍କ ଆଶ୍ରମ। ସେଠାରେ ତୁମେ ଯାଇ ତାଙ୍କୁ ଏ ବ୍ୟଞ୍ଜନ ଅର୍ପଣ କର।

ଗୋପୀମାନେ କହିଲେ, “ଠିକ ଅଛି। ହେଲେ ଆମେ ଯମୁନାର ପ୍ରବାହକୁ ଅତିକ୍ରମ କରିବୁ କିପରି?

ଶ୍ରୀକୃଷ୍ଣ କହିଲେ, “ତୁମେ ଯମୁନାର ଜଳକୁ ସ୍ପର୍ଶ ନକରି ଯମୁନାକୁ ଅତିକ୍ରମ କରିପାରିବ। ତୁମେ କେବଳ କହିବ, ହେ ଯମୁନା ମାତେ! ଯଦି ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରି ଅଟନ୍ତି, ତେବେ ତୁମେ ଆମକୁ ରାସ୍ତା ଦିଅ।

ଗୋପୀମାନେ ହସିଲେ। ତଥାପି ସେମାନେ ଯମୁନା ମାତାଙ୍କୁ ଏକଥା କହିବାରୁ ଯମୁନା ରାସ୍ତା ଦେଲେ। ଷୋଳ ସହସ୍ର ଗୋପୀଙ୍କର ଷୋଳ ସହସ୍ର ଥାଳ ଦୁର୍ବାସା ମୁନିଙ୍କ ଆଗରେ ଥୁଆହେଲା। ଗୋପୀମାନେ ଭୋଜନ ପାଇଁ ଦୁର୍ବାସାଙ୍କୁ ଅନୁରୋଧ କଲେ।

ଦୁର୍ବାସା ମୁନି କହିଲେ, “ସମସ୍ତ ଥାଳକୁ ମୋ ପାଟି ଭିତରେ ଢାଳିଦିଅ। ଷୋଳ ସହସ୍ର ଥାଳ ମୁଖ ଗହ୍ଵରରେ ପ୍ରବେଶ କଲା। ତା’ପରେ ମୁନି ଦୁର୍ବାସା ସେମାନଙ୍କୁ ଆଶୀର୍ବାଦ କଲେ।

ଗୋପୀମାନେ ଚିନ୍ତିତ ଥିବାର ଦେଖି ମୁନି କହିଲେ, “ତୁମେ କଣ ଚିନ୍ତା କରୁଛ? ଗୋପୀମାନେ କହିଲେ, “ ଆମେ ଯମୁନା ପାର ହେବୁ କେମିତି?

ମୁନି କହିଲେ, “ତୁମେ ଯମୁନାକୁ କୁହ, ହେ ମାତେ! ଯଦି ମୁନି ଦୁର୍ବାସା ସଦା ସର୍ବଦା ନିରାହାରୀ, ତେବେ ଆମକୁ ରାସ୍ତା ଦିଅ।

ଗୋପୀମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ରାସ ରଚନାକାରୀ ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରୀ ହେଲେ କିପରି? ଓ ହଜାର ହଜାର ଥାଳରେ ବ୍ୟଞ୍ଜନ ଗ୍ରାସ କରିଥିବା ଦୁର୍ବାସା ନିରାହାରୀ ହେଲେ କିପରି?

ଦୁର୍ବାସା କହିଲେ, “ଯେ ଇଚ୍ଛା ରହିତ ହୋଇ ଇଚ୍ଛାର ଅଭାବ ସହିତ ସାଂସାରିକ ଭୋଗ ଗ୍ରହଣ କରେ, ସେ ହେଉଛି ବ୍ରହ୍ମଚାରୀ ଓ ନିରାହାରୀ। ରାସରେ କୌଣସି ମୈଥୁନ କ୍ରିୟା ନଥିଲା କିମ୍ବା ମୁଁ ଭୋଜନରେ ସ୍ଵାଦକୁ ଅନୁଭବ କରିନଥିଲି। ତେଣୁ ଏହା ଭୋଗ ରହିତ ଥିଲା। ଗୋପୀମାନଙ୍କର ଶଙ୍କା ଦୂର ହେଲା ଏବଂ ସେମାନେ ଫେରିଆସିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜନ୍ମାଷ୍ଟମୀରେ ମା’ ଭଗବତୀଙ୍କ ଧରାବତରଣ, ଶାରଦୀୟ ପର୍ବ ପାଇଁ ପୂର୍ବପ୍ରସ୍ତୁତି

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ମନ୍ଦିରରେ ମା’ଙ୍କ ଜନ୍ମୋତ୍ସବ ନୀତିକାନ୍ତି ଜନ୍ମାଷ୍ଟମୀ ତିଥିରେ ମହାଆଡମ୍ବରରେ ପାଳିତ ହୋଇଛି। ପ୍ରଭୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିର ମଧ୍ୟରାତ୍ରରେ ଯେପରି ନୀତିକାନ୍ତିରେ ପାଳିତ ହୋଇଥାଏ, କେବଳ ବାଣପୁରର ଶକ୍ତିପୀଠ ମା’ଙ୍କ ମନ୍ଦିରରେ ମଧ୍ୟ ମା’ ଭଗବତୀଙ୍କ ଜନ୍ମ ବିଧି କେବଳ ନିଆରା ଢଙ୍ଗରେ ପାଳିତ ହେଉଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳିଆସୁଛି।

ମା’ ଶକ୍ତିମୟୀ ଯୋଗମାୟା ବିଜୁଳି କନ୍ୟା ଭାବରେ ନନ୍ଦ ଯଶୋଦାଙ୍କ ଘରେ ଧରାବତରଣ କରି ଆସୁରିକ ଶକ୍ତିମାନଙ୍କୁ ନିଧନ କରିବାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସହାୟତା ପ୍ରଦାନ କରିଥିବାରୁ କଳି ଯୁଗର ମର୍ତ୍ତ୍ୟ ମଣ୍ଡଳରେ ମା’ ଭାଗବତୀ ଭାବରେ ପୂଜା ପାଇବା କଥା ଦେବୀ ଭାଗବତରେ ବର୍ଣ୍ଣିତ ଅଛି। ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ମହାପ୍ରସାଦ ସେବନ, ବେଶ। ବଲ୍ଲଭ ଆଳତୀ ପରେ ସର୍ବ ସାଧାରଣ ଦର୍ଶନ ହୋଇ ଶଙ୍କୁଡ଼ି, ଧୂପ, ପହଡ଼ ସଂଧ୍ୟାରେ ନିଶଙ୍କୁଡି ଧୂପ, ଆଳତି ପରେ ମଧ୍ୟରାତ୍ରରେ ମହାସ୍ନାନ, ବଡ଼ସିଂହାର ବେଶରେ ଜନ୍ମ ବିଧି ନୀତିକାନ୍ତି ସହିତ ରାଶିକୋରା, ନଡ଼ିଆ କୋରା, ଉଖର କୋରା ପଣା କାନ୍ତି ଧୂପ ହୋଇ ଆଳତି ପରେ ରାତ୍ର ପହୁଡ଼ ହୋଇଥିଲା।

ସେହିପରି ଦକ୍ଷେଶ୍ଵର ମନ୍ଦିରରେ ବିଜେ ଗୁରୁଣ୍ଡି ଗୋପାଳଙ୍କୁ ମଧ୍ୟ ମଧ୍ୟରାତ୍ରରେ ଜନ୍ମ ବିଧି ନୀତିକାନ୍ତି ସହ ପାଳିତ ହୋଇଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି। ମଧ୍ୟରାତ୍ରରେ ମା’ଙ୍କ ଜନ୍ମ ଉତ୍ସବ ଦର୍ଶନ କରିବାକୁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଭଗବାନ ଶ୍ରୀକୃଷ୍ଣଙ୍କ ମିଳିଲା ଦର୍ଶନ, ହେଲେ ମୁହଁ ବୁଲେଇଦେଲେ ତୁଳସୀ ଦାସ, ଜାଣନ୍ତୁ କାରଣ

ଉପେନ୍ଦ୍ର ବଳିୟାରସିଂହ

ଜଣେ ଯୁବକ ମା’ ଆନନ୍ଦମୟୀଙ୍କୁ ପ୍ରଶ୍ନ କଲା, “ମା’, ତୁଳସୀ ଦାସ ତ ଜଣେ ମହାନ ଜ୍ଞାନୀ ଓ ଭକ୍ତ ଥିଲେ।”

ମା’ ଉତ୍ତର ଦେଲେ, “ନିଃସନ୍ଦେହରେ ସେ ଥିଲେ।”

ଯୁବକ ପଚାରିଲା “ଯେତେବେଳେ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ବିଗ୍ରହ ରୂପରେ ଦର୍ଶନ ଦେଲେ, ସେତେବେଳେ ତୁଳସୀ ଦାସ କାହିଁକି କହିଲେ, ଆପଣଙ୍କର ଏହି ରୂପକୁ ମୁଁ ଦେଖିବାକୁ ଚାହେଁ ନାହିଁ। ମୋତେ ଧନୁର୍ଦ୍ଧାରୀ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅନ୍ତୁ।” ଏହା କ’ଣ ଜ୍ଞାନର କଥା ଥିଲା?” ଏପରି ଭାବରେ ତୁଳସୀ ଦାସଜୀ ତାଙ୍କୁ ଭିନ୍ନ ବୋଲି କେମିତି ବୁଝିଲେ?”

ମା’ ଉତ୍ତର ଦେଲେ “ବତ୍ସ! ତୁମେ କହୁଛ ନା ତୁଳସୀ ଦାସ ଜ୍ଞାନୀ ଥିଲେ ଏବଂ ଭକ୍ତ ମଧ୍ୟ ଥିଲେ। ସେ ତ ଜ୍ଞାନର କଥା କହିଲେ, ତୁମେ ମୋତେ ଶ୍ରୀରାମଙ୍କ ରୂପରେ ଦର୍ଶନ ଦିଅ। ମୁଁ ଆପଣଙ୍କର ଏହି (କୃଷ୍ଣ ରୂପ) ରୂପ ଦର୍ଶନ କରିବାକୁ ଚାହେଁ ନାହିଁ। ଏହା ହେଉଛି ପ୍ରମାଣ ଯେ, “ସେ ଜାଣିଥିଲେ ଯେ, ଶ୍ରୀରାମ ଓ ଶ୍ରୀକୃଷ୍ଣ ଅଭିନ୍ନ ଅଟନ୍ତି। ଆପଣ ହିଁ ମୋତେ ଦର୍ଶନ ଦିଅନ୍ତୁ। ଏୟା ତ କହିଥିଲେ।”

ରୂପ ମାତ୍ର ଭିନ୍ନ ଥିଲା, କିନ୍ତୁ ମୂଳତଃ ତତ୍ତ୍ଵ ତ ଏକା ଥିଲା ଓ ଅଭିନ୍ନ ଥିଲା। ଏହି ଶବ୍ଦର ସେ ନିଜର ମନର କଥା କହିଲେ। ଏହା ହେଲା ଜ୍ଞାନର କଥା। ଭକ୍ତିର କଥା। ମୁଁ ଆପଣଙ୍କୁ ମୋର ପ୍ରିୟ ଶ୍ରୀରାମଙ୍କ ରୂପ ଦର୍ଶନ କରିବାକୁ ଚାହେଁ।

ଏହି କଥନରେ ଜ୍ଞାନ ଓ ଭକ୍ତିର ଭାବ ପ୍ରକଟ ହେଉଛି।

ଜ୍ଞାନ ଯୋଗରେ ଭଗବାନ ଏକ ଓ ଅଭିନ୍ନ ଅଟନ୍ତି। କିନ୍ତୁ ଭକ୍ତି ଯୋଗରେ ଭଗବାନଙ୍କର ଅନେକ ସ୍ୱରୂପ ଅଛି। ଭକ୍ତ ପ୍ରଭୁଙ୍କର ଅନେକ ସ୍ୱରୂପ ଭିତରୁ ଯାହାଙ୍କୁ ନିଜର ଈଷ୍ଟ ଦେବ ବୋଲି ସ୍ଵୀକାର କରେ, ତାଙ୍କୁ ଦର୍ଶନ କରିବା ପାଇଁ ଚାହେଁ।

ତୁଳସୀ ଦାସଜୀ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କୁ ଏକ ଓ ଅଭିନ୍ନ ବୋଲି ଜାଣନ୍ତି। କିନ୍ତୁ ଶ୍ରୀରାମଙ୍କ ପ୍ରତି ତାଙ୍କର ଅଧିକ ଆକର୍ଷଣ ଥିଲା। ତେଣୁ ସେ ଭଗବାନଙ୍କୁ ଶ୍ରୀକୃଷ୍ଣ ସ୍ୱରୂପରେ ଦେଖାନଦେଇ ଶ୍ରୀରାମଙ୍କ ସ୍ୱରୂପରେ ଦେଖାଦିଅନ୍ତୁ ବୋଲି ପ୍ରାର୍ଥନା କଲେ।

ଉପେନ୍ଦ୍ର ବଳିୟାରସିଂହ। (ଭଗବତ ଚିନ୍ତକ), ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ: ୯୩୩-୭୨୫-୮୩୯୮

Categories
ଆଜିର ଖବର ଜାତୀୟ ଖବର ଧର୍ମ

ରାସ ରଚନାକାରୀ ଭଗବାନ ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରୀ!, ଏଭଳି ପ୍ରଶ୍ନର ଉତ୍ତର ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଥରେ ଗୋକୁଳର ସମସ୍ତ ଗୋପୀମାନେ ନିଶ୍ଚୟ କଲେ ଯେ, ଶ୍ରୀକୃଷ୍ଣଙ୍କୁ ନିଜ ଦ୍ଵାରା ରଚିତ ଉତ୍ତମୋତ୍ତମ ରୋଷେଇ ପ୍ରେମପୂର୍ବକ ନିଜ ହାତରେ ଖୁଆଇବେ। ସମସ୍ତେ ବିବିଧ ପ୍ରକାର ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଯମୁନା ନଦୀ ତଟରେ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚିଲେ ଓ ପ୍ରାର୍ଥନା କଲେ, “ ହେ ନନ୍ଦଲାଲ! ଆମ ଦ୍ଵାରା ପସ୍ତୁତ ଏହି ସ୍ଵାଦିଷ୍ଟ ଭୋଜନ ଆସ୍ଵାଦନ କରି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତୁ।

ଶ୍ରୀକୃଷ୍ଣ କହିଲେ, “ ପ୍ରିୟ ଗୋପୀଗଣ! ମୁଁ ଏହି ସାଙ୍ଗେ ସଙ୍ଗେ ପିତାଙ୍କ ସହ ଭୋଜନ କରି ଆସିଛି। ପେଟରେ ମୋର ତିଳେ ମାତ୍ର ଜାଗା ନାହିଁ। ତଥାପି ତୁମେ ଯଦି ମୋତେ ସନ୍ତୁଷ୍ଟ କରିବାକୁ ଚାହୁଁଥାଅ, ତେବେ ଏ ଭୋଜନ କୌଣସି ସାଧୁ ସନ୍ନ୍ୟାସୀଙ୍କୁ ଅର୍ପଣ କର।

ପ୍ରେମମୟୀ ଗୋପୀମାନେ ପ୍ରିୟତମଙ୍କର ଆଦେଶକୁ ଅବା ଅବମାନନା କରିବେ କିପରି? ସେମାନେ ଜିଜ୍ଞାସା କଲେ ଆମେ କାହାକୁ ଅର୍ପଣ କରିବୁ? ଶ୍ରୀକୃଷ୍ଣ କହିଲେ ଯମୁନାର ଅପର ତଟରେ ଦୁର୍ବାସା ମୁନିଙ୍କ ଆଶ୍ରମ। ସେଠାରେ ତୁମେ ଯାଇ ତାଙ୍କୁ ଏ ବ୍ୟଞ୍ଜନ ଅର୍ପଣ କର।

ଗୋପୀମାନେ କହିଲେ, “ଠିକ ଅଛି। ହେଲେ ଆମେ ଯମୁନାର ପ୍ରବାହକୁ ଅତିକ୍ରମ କରିବୁ କିପରି?

ଶ୍ରୀକୃଷ୍ଣ କହିଲେ, “ତୁମେ ଯମୁନାର ଜଳକୁ ସ୍ପର୍ଶ ନକରି ଯମୁନାକୁ ଅତିକ୍ରମ କରିପାରିବ। ତୁମେ କେବଳ କହିବ, ହେ ଯମୁନା ମାତେ! ଯଦି ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରି ଅଟନ୍ତି, ତେବେ ତୁମେ ଆମକୁ ରାସ୍ତା ଦିଅ।

ଗୋପୀମାନେ ହସିଲେ। ତଥାପି ସେମାନେ ଯମୁନା ମାତାଙ୍କୁ ଏକଥା କହିବାରୁ ଯମୁନା ରାସ୍ତା ଦେଲେ। ଷୋଳ ସହସ୍ର ଗୋପୀଙ୍କର ଷୋଳ ସହସ୍ର ଥାଳ ଦୁର୍ବାସା ମୁନିଙ୍କ ଆଗରେ ଥୁଆହେଲା। ଗୋପୀମାନେ ଭୋଜନ ପାଇଁ ଦୁର୍ବାସାଙ୍କୁ ଅନୁରୋଧ କଲେ।

ଦୁର୍ବାସା ମୁନି କହିଲେ, “ସମସ୍ତ ଥାଳକୁ ମୋ ପାଟି ଭିତରେ ଢାଳିଦିଅ। ଷୋଳ ସହସ୍ର ଥାଳ ମୁଖ ଗହ୍ଵରରେ ପ୍ରବେଶ କଲା। ତା’ପରେ ମୁନି ଦୁର୍ବାସା ସେମାନଙ୍କୁ ଆଶୀର୍ବାଦ କଲେ।

ଗୋପୀମାନେ ଚିନ୍ତିତ ଥିବାର ଦେଖି ମୁନି କହିଲେ, “ତୁମେ କଣ ଚିନ୍ତା କରୁଛ? ଗୋପୀମାନେ କହିଲେ, “ ଆମେ ଯମୁନା ପାର ହେବୁ କେମିତି?

ମୁନି କହିଲେ, “ତୁମେ ଯମୁନାକୁ କୁହ, ହେ ମାତେ! ଯଦି ମୁନି ଦୁର୍ବାସା ସଦା ସର୍ବଦା ନିରାହାରୀ, ତେବେ ଆମକୁ ରାସ୍ତା ଦିଅ।

ଗୋପୀମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ରାସ ରଚନାକାରୀ ଶ୍ରୀକୃଷ୍ଣ ବାଳ ବ୍ରହ୍ମଚାରୀ ହେଲେ କିପରି? ଓ ହଜାର ହଜାର ଥାଳରେ ବ୍ୟଞ୍ଜନ ଗ୍ରାସ କରିଥିବା ଦୁର୍ବାସା ନିରାହାରୀ ହେଲେ କିପରି?

ଦୁର୍ବାସା କହିଲେ, “ଯେ ଇଚ୍ଛା ରହିତ ହୋଇ ଇଚ୍ଛାର ଅଭାବ ସହିତ ସାଂସାରିକ ଭୋଗ ଗ୍ରହଣ କରେ, ସେ ହେଉଛି ବ୍ରହ୍ମଚାରୀ ଓ ନିରାହାରୀ। ରାସରେ କୌଣସି ମୈଥୁନ କ୍ରିୟା ନଥିଲା କିମ୍ବା ମୁଁ ଭୋଜନରେ ସ୍ଵାଦକୁ ଅନୁଭବ କରିନଥିଲି। ତେଣୁ ଏହା ଭୋଗ ରହିତ ଥିଲା। ଗୋପୀମାନଙ୍କର ଶଙ୍କା ଦୂର ହେଲା ଏବଂ ସେମାନେ ଫେରିଆସିଲେ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର, କିନ୍ତୁ ପ୍ରଭୁଙ୍କୁ ଦେଖିବା ପାଇଁ ମନା କଲେ ତୁଳସୀ ଦାସ

ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ତୁଳସୀ ଦାସଙ୍କୁ ଭଗବାନ ଶ୍ରୀକୃଷ୍ଣ ଦେଲେ ଦର୍ଶନ, କିନ୍ତୁ ସେ ଏହି ବିଗ୍ରହଙ୍କୁ ଦେଖିବା ପାଇଁ କାହିଁକି ମନା କଲେ

ଭଗବତ ଚିନ୍ତକ, ବୋରିଗାଁ, ବାଣପୁର, ଖୋର୍ଦ୍ଧା

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ ସଂସ୍କୃତି