ଆଜିର ଖବର ଗୁଜରାଟର ଚାନ୍ଦିପୁରା ପ୍ରକୋପ ସମ୍ପର୍କରେ ଅପଡେଟ୍: ଭାଇରସରେ ୫୧ ଆକ୍ରାନ୍ତ ଚିହ୍ନଟ ନୂଆଦିଲ୍ଲୀ: ଜୁନ୍ ୨୦୨୪ ପ୍ରାରମ୍ଭରୁ ଗୁଜରାଟରେ ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ (ଏଇଏସ୍) ମାମଲା ସାମ୍ନାକୁ ଆସୁଛି। ଜୁଲାଇ ୩୧,…