ଆଜିର ଖବର ଆଜି ପ୍ରଥମ ଟି-୨୦: ପଦାର୍ପଣ କରିବାର ସୁଯୋଗ ପାଇବେ କି ଆବେଶ ଖାନ? ଜାଣନ୍ତୁ ସମ୍ଭାବ୍ୟ ଏକାଦଶ କୋଲକାତା: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଲଢେଇ ହେବାକୁ ଯାଉଛି। ଉଭୟ ଦଳରେ ଟି-୨୦ ର ସ୍ପେସାଲିଷ୍ଟ ଖେଳାଳି ପୂର୍ଣ୍ଣ ଅଛନ୍ତି। ଏଭଳି…