ଆଜିର ଖବର ମହିଳାଙ୍କୁ ଅଧିକ ଅଧିକାର ପ୍ରଦାନ କରିବା ଲାଗି ପ୍ରସ୍ତୁତ ଆଇଓଏର ନୂଆ ସମ୍ବିଧାନକୁ ନୀତା ଅମ୍ବାନିଙ୍କ ପ୍ରଶଂସା ଭୁବନେଶ୍ୱର: ଆଇଓସିର ସଦସ୍ୟା ନୀତା ଅମ୍ବାନି ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ସଂଶୋଧିତ ସମ୍ବିଧାନକୁ ସ୍ୱାଗତ କରିଛନ୍ତି ଏବଂ ଏହାକୁ ଭାରତୀୟର ଅଲିମ୍ପିକ ସ୍ୱପ୍ନ ପାଇଁ ଐତିହାସିକ…