ଜାତୀୟ ଖବର Raksha Bandhan: ଡାକ ବିଭାଗ ଆଣିଲା ସ୍ବତନ୍ତ୍ର ରାକ୍ଷୀ ବାକ୍ସ, ଭିତରେ ଥିବା ଭିଡିଓକୁ କ୍ଲିକ କରି ଦେଖନ୍ତୁ Raksha Bandhan: ରକ୍ଷା ବନ୍ଧନର ଶୁଭ ଅବସରରେ, ଭାରତ ସରକାରଙ୍କ ଡାକ ବିଭାଗର ଛତିଶଗଡ଼ ପୋଷ୍ଟାଲ ସର୍କଲ, ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ମୂଲ୍ୟବାନ ବନ୍ଧନକୁ…