ଆଜିର ଖବର ଭତ୍ତା ପାଇଁ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହିଲା ବାପା ରେଢ଼ାଖୋଲ (କନ୍ଦର୍ପ ବେହେରା) ପୁଅର ଭତ୍ତା ଟଙ୍କା ପାଇବାରେ ଅସୁବିଧା ହେବାରୁ ବ୍ୟାଙ୍କକୁ କାନ୍ଧରେ ବୋହି ଆଣିଲେ ବାପା। ରେଢ଼ାଖୋଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ନାକଟିଦେଉଳ…