ଆଜିର ଖବର ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ?? ଭୁବନେଶ୍ବର: ରାଜ୍ୟରେ ଏକ ନୂଆ କଥା ଦେଖିବାକୁ ମିଳିଛି। ତାହା ହେଲା ଯେ, ରାଜ୍ୟର ରାଜ୍ୟପାଳ ଜଣେ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ।…