ଜାତୀୟ ଖବର ଶପଥ ନେଇଥିବା ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ ଉପରେ ଜାଣନ୍ତୁ ଏହି ୧୦ଟି ରୋଚକ କଥା ଭୁବନେଶ୍ବର: ଆଜି ଲୋକସେବା ଭବନର କନଭେନସନ ହଲରେ ନବୀନ ପଟ୍ଟନାୟକଙ୍କ ନୂଆ ଟିମ ଶପଥ ଗ୍ରହଣ କରିଛନ୍ତି। ଏଥିରେ ନବୀନ ୧୩ ଜଣ କ୍ୟାବିନେଟ ଏବଂ ୮…