ଆଜିର ଖବର ହରଡ ଡାଲିର ମହଜୁଦ ପରିମାଣ ଜଣାଇବା ବାଧ୍ୟତାମୂଳକ: ବଡ ବ୍ୟବସାୟୀ ଓ ମହଜୁଦକାରୀଙ୍କୁ ନିର୍ଦ୍ଦେଶ ନୂଆଦିଲ୍ଲୀ: ହରଡ ଡାଲି ସମେତ ବିଭିନ୍ନ ପ୍ରକାର ଡାଲିର ଉପଲବ୍ଧତା ଓ ମୂଲ୍ୟ ଉପରେ କେନ୍ଦ୍ର ସରକାରଙ୍କ ସତର୍କ ଦୃଷ୍ଟି ରଖିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ…