ଆଜିର ଖବର ତୃତୀୟ ଟେଷ୍ଟ ପୂର୍ବରୁ ମହାକାଳଙ୍କ ଦରବାରରେ କେ.ଏଲ୍ ରାହୁଲ: ସାଥିରେ ପୂଜାପାଠ କଲେ ପତ୍ନୀ ଆଥିଆ ଶେଟ୍ଟୀ ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ନିଜର ଖରାପ ଫର୍ମ ପାଇଁ…