ଜାତୀୟ ଖବର ଉଜୈନରେ ମହାକାଳ ମନ୍ଦିର ଦର୍ଶନ ସହିତ ଗର୍ଭଗୃହରେ ଜପ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଉଜୈନର ଶ୍ରୀ ମହାକାଳ ଲୋକ ଠାରେ ମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଦେଶକୁ ଉତ୍ସର୍ଗ କରିଛନ୍ତି।…