ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: କାନାଡାର ରିଚମଣ୍ଡ ହିଲରେ ଏକ ହିନ୍ଦୁ ମନ୍ଦିରରେ ଅବସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଯାଇଛି। ଏହାକୁ ଘୃଣ୍ୟ ଅପରାଧ ଭାବରେ ତଦନ୍ତ କରାଯାଉଛି ବୋଲି…