ଆଜିର ଖବର ମଧ୍ୟରାତ୍ରରେ ମହାଷ୍ଟମୀର ମହାପର୍ବ, ନିଶବ୍ଦ ରାତ୍ରିରେ ପାଳିତ ହେଲା ମା’ଭଗବତୀଙ୍କ ଗୁପ୍ତପୂଜା ବାଣପୁର: ଓଡ଼ିଶାର ପ୍ରସିଦ୍ଧ ତନ୍ତ୍ରପୀଠ ବାଣପୁରରେ ମା’ଭଗବତୀଙ୍କ ଶାରଦୀୟ ସାତବଖରା ପର୍ବ ପୀଠରେ ନିଶବ୍ଦ ମଧ୍ୟରାତ୍ରରେ ତନ୍ତ୍ର ବିଧି ଅନୁସାରେ ପାଳିତ ହୋଇଯାଇଛି ମହାଷ୍ଟମୀ ଗୁପ୍ତପୂଜା। “ଦୁର୍ଗୋତ୍ସବଚନ୍ଦ୍ରିକା”…