ବିଶେଷ ଖବର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇଁ ଭାରତର ଅଭିଯାନକୁ ବିଲ୍ ଗେଟ୍ସ କଲେ ପ୍ରଶଂସା ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ରବିବାର ଦିନ କହିଛନ୍ତି ଯେ, ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ପାଇଁ ଭାରତର ଉଦ୍ୟମ ଏବଂ ନେତୃତ୍ୱ ତାଙ୍କୁ ଅନୁପ୍ରାଣିତ…