ମାଉସୀ ମା

ପୁରୀ: ଆସନ୍ତା ୫ ତାରିଖ ଶନିବାର ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ବଳଗଣ୍ଡି ନିକଟସ୍ଥ ମାଉସୀମା ମନ୍ଦିର ନିକଟରେ ମହାପ୍ରଭୁଙ୍କ…