ଆଞ୍ଚଳିକ ଡଇଁଚା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ ଡଇଁଚା ଗ୍ରାମରେ ଥିବା ସେବା ସମବାୟ ସମିତି ତରଫରୁ ମାକ୍ସ ବଂଟନ କରାଯାଇଛି। ସମିତିର ସଂପାଦକ ଆର୍ତ୍ତତ୍ରାଣ ରାଉଳ ୫…