ଜାତୀୟ ଖବର ଏଣିକି ମାଣ୍ଡିଆରୁ ତିଆରି ହେବ ମଦ, ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ଭୁବନେଶ୍ବର: ଆଜି ରାଜ୍ୟ ଅତିଥି ଭବନ ଠାରେ ରାଜ୍ୟରେ ଅବକାରୀ ନୀତି ୨୦୨୫-୨୦୨୬ ପ୍ରଣୟନ ପାଇଁ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ଚିଠା ପ୍ରସ୍ତାବ ଉପରେ ଅଂଶୀଦାର…