ଆଜିର ଖବର ପ୍ରଥମାଷ୍ଟମୀରେ ପ୍ରଭୃ ଜଗନ୍ନାଥ ମଧ୍ୟ ହେବେ ପୋଢୁଆଁ, ତେବେ ତାଙ୍କ ମାମୁଁ ଘର କେଉଁଠି? ଭାରରେ କଣ ଆସେ ଭୁବନେଶ୍ବର: ଆସନ୍ତାକାଲି ହେଉଛି ପ୍ରଥମାଷ୍ଟମୀ। ବିଶ୍ବାସ ରହିଛି ମାର୍ଗଶୀର ଅଷ୍ଠମୀରେ ମାମୁଁଙ୍କ ଘରୁ ଭଣଜା ଭାଣଜୀଙ୍କ ପାଇଁ ଭାର ଆସେ। ସେଥିରେ ସେମାନେ ପୋଢୁଆଁ ବା ପୂଜା…