ମିଥ୍ୟା ବିଜ୍ଞାପନ

ନୂଆଦିଲ୍ଲୀ: ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ବୁଧବାର ଦିନ କହିଛି ଯେ, ଏହାର ଉତ୍ପାଦ ସମ୍ବନ୍ଧରେ କୌଣସି ‘ମିଥ୍ୟା ବିଜ୍ଞାପନ କିମ୍ବା ପ୍ରଚାର’ କରୁନାହିଁ।…