ରାଜ୍ୟ ଖବର ଏଣିକି ୫ କେଜି ନୁହେଁ ୧୦ କେଜି ଲେଖାଏଁ ମିଳିବ ଚାଉଳ ଭୁବନେଶ୍ଵର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏଣିକି ୫ କେଜି ନୁହେଁ ୧୦ କେଜି ଲେଖାଏଁ ଲେଖାଏଁ ଚାଉଳ ପାଇବେ ପ୍ରତି ରାସନକାର୍ଡ ହିତାଧିକାରୀ।…