ଆଜିର ଖବର ଢ଼ିଙ୍କିଆରେ ପଞ୍ଚାୟତ ନିର୍ବାଚନ କରିବାକୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି ଜଗତସିଂହପୁର/କୁଜଙ୍ଗ: ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ସଭ୍ୟ/ସଭ୍ୟା ନିର୍ବାଚନ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି। ଏନେଇ ଓଡ଼ିଶା ନିର୍ବାଚନ ଆୟୋଗ,…