ଆଜିର ଖବର ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା: ମୋଷ୍ଟ ୱାଣ୍ଟେଡ ମୁଦାଶିର ପଣ୍ଡିତ ସମେତ ଟଳିଲେ ୩ ଆତଙ୍କବାଦୀ ଶ୍ରୀନଗର: ଜମ୍ମୁ-କାଶ୍ମୀରର ବରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ଗତକାଲି ରାତିରେ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ…