ଆଜିର ଖବର ନିର୍ବାଚନ ହାରିବା ମାତ୍ରେ ସମାଜବାଦୀ ପାର୍ଟିରେ ଅସନ୍ତୋଷ, ଦଳ ଛାଡିଲେ ଦୁଇ ମୁସଲମାନ ନେତା ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରଦର୍ଶନ ଉନ୍ନତ ହୋଇଛି। କିନ୍ତୁ ଦଳ କ୍ଷମତାର ପାହାଚ ଚଢିପାରି ନାହିଁ। ଏହା ପରେ ବିଧାନ ପରିଷଦ ନିର୍ବାଚନରେ…