ଆଜିର ଖବର ଚିଲିକା ବ୍ଲକରେ ରାସନ କାର୍ଡର ମହାଦୁର୍ନୀତି: ଚାରି ବର୍ଷ ଧରି ମୃତକଙ୍କୁ ମିଳୁଛି ରାସନ ସାମଗ୍ରୀ ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନଜରକୁ ଆସିଛି ରାସନ କାର୍ଡର ମହାଦୁର୍ନୀତି। ଦୀର୍ଘ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ରାସନ କାର୍ଡରୁ ରାସନ…