ଆଜିର ଖବର ୟୁପି କଂଗ୍ରେସର ନୂତନ ସଭାପତି ହେଲେ ଅଜୟ ରାୟ, ବାରାଣାସୀରେ ଥିଲେ ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱି ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ମଧ୍ୟ କଂଗ୍ରେସ ସକ୍ରିୟ ରହିଛି। କଂଗ୍ରେସ ପୂର୍ବତନ ବିଧାୟକ ଅଜୟ ରାୟଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ…