ବିଶେଷ ଖବର ୨୦୨୪ ନିର୍ବାଚନ ପାଇଁ ମୋଦିଙ୍କୁ ଅସ୍ତ୍ର ଶସ୍ତ୍ର ଦେଉଛନ୍ତି ନୀତୀଶ, ଉଦୟନିଧି, ସ୍ୱାମୀପ୍ରସାଦ ନୂଆଦିଲ୍ଲୀ: ଏବେ ନିର୍ବାଚନ ଋତୁ । ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଲଢ଼େଇ ଚାଲିଛି ।…