ଜାତୀୟ ଖବର ଯୁବପିଢ଼ିଙ୍କ ଯୋଗଦାନରେ ଦେଶ ଦ୍ରୁତ ଗତିରେ ବିକାଶ ଲାଭ କରେ ଏବଂ ବିଶ୍ବସ୍ତରରେ ସ୍ବୀକୃତି ହାସଲ କରେ: ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରୋଜଗାର ମେଳାକୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ…