ଆଞ୍ଚଳିକ ବିଜେବି ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍ଘାଟିତ ଭୁବନେଶ୍ୱର: ସ୍ଥାନୀୟ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସର କ୍ଲଷ୍ଟରସ୍ତରୀୟ ଶିବିର ଉଦ୍ଘାଟିତ ହୋଇଯାଇଛି। ଶିବିରଟି ୩ଦିନ ଧରି ଚାଲୁ ରହିବ। ଏହି ଶିବିର ଦ୍ୱାରା…