ଆଜିର ଖବର ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି, ଗେହଲଟଙ୍କୁ ପ୍ରଶ୍ନ ସେମାନେ କ’ଣ ଫୋନ ଟ୍ୟାପିଂ କରୁଛନ୍ତି ? ନୂଆଦିଲ୍ଲୀ, ବିଜେପି ରାଜସ୍ଥାନ ଅଡିଓ ଟେପ୍ ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏଥିସହିତ ଓଲଟା ରାଜସ୍ଥାନର ଅଶୋକ ଗେହଲଟ୍ ସରକାରଙ୍କୁ ପ୍ରଶ୍ନ କରିଛି ତାଙ୍କ ରାଜ୍ୟରେ…