ଆଜିର ଖବର ସରୋଜିନୀ ନଗର ଆସନରେ ରାଜେଶ୍ୱର ସିଂଙ୍କ ରାସ୍ତା ହେବ ସହଜ!, ବିଜେପିରେ ଯୋଗ ଦେଲେ ଶିବଶଙ୍କର ସିଂ ଲକ୍ଷ୍ନୌ: ୟୁପି ନିର୍ବାଚନରେ ଟିକେଟ ନ ପାଇ ଅସନ୍ତୋଷ ପ୍ରକାଶ ପାଇଥିବା ସମାଜବାଦୀ ପାର୍ଟି ନେତା ଶିବଶଙ୍କର ସିଂ ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ…