ରାଜ୍ୟ ଅତିଥି ଭବନ

ଭୁବନେଶ୍ଵର: ସବୁଦିନ ପରି ଆଜି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ରାଜ୍ୟ ଅତିଥି ଭବନ ପରିସରରେ ପ୍ରାୟ ଏକ ହଜାର ଲୋକଙ୍କ ସମାବେଶ। ସମସ୍ତେ ଅପେକ୍ଷା କରିଥିଲେ…