ରାଜ୍ୟ ଖବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ହ୍ୟାଣ୍ଡ ବଲଟି ଧରି ପଡିଆ ଉପରକୁ ହଠାତ୍ କାହିଁକି ଆସିଲେ, ସମସ୍ତେ ତାଜୁବ୍… ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବର୍ତ୍ତମାନ କେନ୍ଦୁଝର ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଏକ କ୍ରୀଡା ଉତ୍ସବରେ ଯୋଗଦେଇଥିଲେ। ତେବେ ସେ ହଠାତ ହାତରେ ହ୍ୟାଣ୍ଡବଲ ଟି…