ଆଜିର ଖବର ଭାରତକୁ ମିଳିପାରେ ୨୬ ଟି ରାଫେଲ-ଏମ ଯୁଦ୍ଧ ବିମାନ, ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ ଗସ୍ତରେ ଲାଗିବ ମୋହର ନୂଆଦିଲ୍ଲୀ: ଚୀନ୍ ଏବଂ ପାକିସ୍ଥାନ ସାମ୍ନାରେ ଭାରତ କ୍ରମାଗତ ଭାବେ ନିଜକୁ ମଜବୁତ କରୁଛି। ଗତ କିଛି ବର୍ଷ ମଧ୍ୟରେ ଭାରତର ସାମରିକ ଶକ୍ତି ବହୁତ ବୃଦ୍ଧି…