ରାହୁଲ ନାର୍ବେକର

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଶିବସେନା ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସଂଖ୍ୟାଗରିଷ୍ଠତା ପୂର୍ବରୁ ବିଧାନସଭା ବାଚସ୍ପତି ନିର୍ବାଚନରେ ସିନ୍ଦେ ଗୋଷ୍ଠୀର ବିଜୟ ହୋଇଛି।…